ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଏହି ୪ଟି ଜବରଦସ୍ତ ତ୍ରିକ ଦ୍ୱାରା ସୋଇ ସୋଇ ନିଜର ଓଜନ କମାନ୍ତୁ

ଯଦି ଆପଣ ଅଧିକ ଓଜନ ଅଛନ୍ତି ତେବେ ଆପଣଙ୍କ ପାଇଁ ଓଜନ ହ୍ରାସ କରିବା ଟିକେ କଠିନ ହୋଇପାରେ l ଆପଣ ଜାଣନ୍ତି କି ସୋଇଥିବା ଅବସ୍ଥାରେ ମଧ୍ୟ ଓଜନ କମାଇ ପାରିବେ ବୋଲି-

ଆଜିକାଲି ଓଜନ ବଢିବା ଏକ ବିରାଟ ସମସ୍ୟା ଅଟେ l ଏହି ସମସ୍ୟାକୁ ନେଇ ପ୍ରତ୍ୟକଟି ମଣିଷ ଚିନ୍ତା କରି ଥାନ୍ତି l ଆମ ଶରୀରର ଓଜନ ନା ଗୋଟିଏ ଦିନରେ ବଢିଥାଏ ନା ଗୋଟିଏ ଦିନରେ କମିଥାଏ l ମୋଟାପା କମାଇବା ପାଇଁ ପ୍ରତ୍ୟକ ଦିନ ଡାଏଟିଂ ଓ ବ୍ୟାୟାମର ସାହାରା ନେବାକୁ ପଡି ଥାଏ l କିନ୍ତୁ ଏହା ବ୍ୟତୀତ ଆପଣଙ୍କ ପାଇଁ ଏପରି ୪ଟି ଉପାୟ ଅଛି ,ଯାହାର ସାହାଯ୍ୟରେ ଆପଣ ନିଜର ଓଜନ କମାଇ ପାରିବେ l
* ଶୋଇଥିବା ସମୟରେ କିପରି ଓଜନ କମେଇବେ-ଆମ ଭିତରେ ବହୁତ ଲୋକ ଏପରି ଅଛନ୍ତି ଯେଉଁ ମାନେ ଗୋଟିଏ ସୁ-ନିଦ୍ରା ର ମୂଲ୍ୟ ବୁଝନ୍ତି ନାହିଁ l ଶୋଇବା ପୂର୍ବରୁ ମୋବାଇଲ ର ବ୍ୟବହାର କରନ୍ତୁ ନାହିଁ l ଆମେ ସମସ୍ତେ ଜାଣି ରଖିବା ଉଚିତ ଯେ ଆମକୁ ସମର୍ଟଫୋନ ଓ ଅନ୍ୟ ଇଲେକ୍ଟ୍ରୋନିସ ଉପକରଣ ରୁ ଦୁରାଇ ରହିବ ଉଚିତ l କାରଣ ଏଥିରୁ ଯେଉଁ ନୀଳ ରଙ୍ଗର ଆଲୋକ ବାହାରେ ,ଯାହାର ସମ୍ପର୍କରେ ଆମେ ଆସିଲେ ଶୋଇବା ସମୟରେ ଶରୀରରେ “ମେଲାଟୋନିନ୍”ର ଉତ୍ପାଦନ କୁ ବାଧା ଦେଇ ଥାଏ l ଏହା ଏକ ପ୍ରକାରର “ସ୍ଲୀପିଙ୍ଗ୍ ହରମୋନ “ହୋଇଥାଏ l ଯା ହାକି ଏକ ସୁଖ ନିଦ୍ରା ର କାରଣ ଅଟେ l ଯେତେବେଳେ ଆମେ ଠିକ ଭାବରେ ସୋଇଥାଉ ଆମର ମେଟାବୋଲିଜ୍ମ ଠିକ ରେ କାମ କରିଥାଏ l

* ରାତିରେ ପତଳା କପଡା ପିନ୍ଧି ଶୋଇବା ଆବଶ୍ୟକ -ଭଲ ନିଦ ହବ ପାଇଁ ରାତିରେ ଶୋଇବା ପୂର୍ବରୁ ସ୍ୱଳ୍ପ କପଡ଼ାରେ ଶୋଇବା ଜରୁରୀ l କାହିଁକି ନା ଏହା ଦ୍ୱାରା ଆପଣଙ୍କୁ ଶୀଘ୍ର ଓ ଭଲ ନିଦ ଆସିଥାଏ l କେବଳ ଏତିକି ନୁହେଁ ଏହା ଦ୍ୱାରା ଆମା ଶରୀରର ଭିତରର ତାପମାତ୍ର କମ ହୋଇଥାଏ l ଜାଣି ରଖନ୍ତୁ ଯେ ଓଜନ କମାଇବା ପାଇଁ ଭଲ ନିଦରେ ଶୋଇବା ଜରୁରୀ l

* ଅନ୍ଧାରରେ ଶୋଇବା ଆବଶ୍ୟକ -ଯଦି ଆପଣ ବେଡ଼ ଲ୍ୟାମ୍ପ କିମ୍ବା ଅନ୍ୟ କିଛି ଫ୍ୟାନସି ଆଲୋକ ଆପଣଙ୍କ ବେଡ଼ ରୁମ୍ ରେ ରଖିଛନ୍ତି ତେବେ ଜାଣି ରଖନ୍ତୁ ଏହାକୁ ରାତିରେ ଜଳାଇ ଶୋଇବା ଠିକ ନୁହେଁ l କାରଣ ଆପଣଙ୍କ ଶରୀରରୁ ଶୋଇଲା ବେଳେ ନିର୍ଗତ ହେଉଥିବା ସ୍ଲୀପିଙ୍ଗ ହରମୋନ ଉପରେ ପ୍ରଭାବ ପଡିବ l ତେଣୁ ଶୋଇବା ପୂର୍ବରୁ ସ୍ଲିପିଂ ମାସ୍କ ପିନ୍ଧି ଶୁଆନ୍ତୁ କିମ୍ବା ଅନ୍ଧାରରେ ଶୁଆନ୍ତୁ l

* ଶୋଇବା ପୂର୍ବରୁ ପନିର ଖାଆନ୍ତୁ -ଶୋଇବା ପୂର୍ବରୁ ଭୋଜନ କରିବା ଦ୍ୱାରା ମୋଟାପା ବଢିଥାଏ l ଏମିତିବି କିଛିଲୋକ ଅଛନ୍ତି ନିଜର ଓଜନ କମାଇବାକୁ ଯାଇ ଖାଲି ପେଟାରେ ସୋଇପଡ଼ନ୍ତି l ଏହି ଉପାୟ ଭୁଲ ଅଟେ l ପ୍ରଥମେ ଆପଣଙ୍କୁ ଧ୍ୟାନ ରଖିବା ଅବଶ୍ୟକଜେ ଶୋଇବାର କିଛି ସମୟ ପୂର୍ବରୁ ଖାଇବେ ନାହିଁ ଓ ଦ୍ୱିତୀୟ ରେ କଣ ଖାଉଛନ୍ତି l ଯଦି ଆପଣ ଶୋଇବା ପୂର୍ବରୁ ପ୍ରୋଟିନରେ ଭରପୁର ପନିର ଖାଉଛନ୍ତି ତେବେ ଅପାଙ୍କର ଓଜନ କେବେବି ବଢିବ ନାହିଁ l ପନିର ଖାଇବା ଦ୍ୱାରା ଭଲ ନିଦ ମଧ୍ୟ ହୋଇଥାଏl

Show More

Related Articles

Back to top button