ସ୍ୱତନ୍ତ୍ରସ୍ୱାସ୍ଥ୍ୟ

ନିମ୍ବ ପାଣିରେ ସ୍ନାନ କଲେ ମିଳିଥାଏ ଏହିସବୁ ଫାଇଦା

ନିମ୍ବ ପାଣିରେ ସ୍ନାନ କଲେ ମିଳିଥାଏ ଏହିସବୁ ଫାଇଦା ।  ଯାହାକି ଚର୍ମ ସମସ୍ୟାକୁ ଦୂର କରିବା ପାଇଁ ଏକ ପ୍ରଭାବଶାଳୀ । ନିମ୍ବ ପତ୍ରରେ ରହିଛି ଫ୍ୟାଟି ଏସିଡ୍, ଲିମୋନୋଏଡ୍, ଭିଟାମିନ୍-ଇ, ଆଣ୍ଟିଅକ୍ସିଡାଣ୍ଟ ଏବଂ କ୍ୟାଲସିୟମ୍ ।

-ନିମ୍ବ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ସ୍ନାନ କରିବା ଦ୍ବାରା ଚର୍ମରୁ ଶୁଷ୍କତା ଦୂର ହୋଇଥାଏ। ସାବୁନ ଏବଂ ବଡ଼ି ୱାସର ଆବଶ୍ୟକତା କମ୍ ହୋଇଥାଏ। ଏହା ଚର୍ମରେ ପ୍ରାକୃତିକ ତେଲର ସନ୍ତୁଳନ ବଜାୟ ରଖେ ।

-ନିମ୍ବ ପାଣି ମୁଣ୍ଡରେ ରୂପି ହୋଇଥି‌ଲେ ତାହାକୁ ବି ଦୂର କରିଥାଏ।

– ଏହା ଚର୍ମ ସଂକ୍ରମଣର ସମସ୍ୟାକୁ ବି ଦୂର କରିଥାଏ।ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ନିମ୍ବ ତେଲ ମଧ୍ୟ ବ୍ୟବହାର କରାଯାଇପାରେ । ଏହାଦ୍ୱାରା ଚର୍ମର ଶୁଷ୍କତା ସମସ୍ୟା ଦୂର ହୋଇଥାଏ।

Show More

Related Articles

Back to top button