ଜୀବନଚର୍ଯ୍ୟାଭକ୍ତି

ବେଦବାଣୀ

ଆଜି ଦେଖାଯାଏ ଅଧିକ ଲୋକଙ୍କ ପାଖରେ ସବୁ ପ୍ରକାର ଭୋଗ୍ୟ ସାମଗ୍ରୀ ପ୍ରଚୁର ପରିମାଣରେ ଉପଲବ୍ଧ।

ବେଦବାଣୀ
ଆଜି ଦେଖାଯାଏ ଅଧିକ ଲୋକଙ୍କ ପାଖରେ ସବୁ ପ୍ରକାର ଭୋଗ୍ୟ ସାମଗ୍ରୀ ପ୍ରଚୁର ପରିମାଣରେ ଉପଲବ୍ଧ। ସେମାନେ ଉପଯୋଗ କରିବା ପୂର୍ବରୁ ଚିନ୍ତା କରିବା ଉଚିତ ଯେ ଏଗୁଡିକ ପାପ ବୁଦ୍ଧି ବଳରେ ସଂଗୃହିତ ହୋଇ ନାହିଁ ତ ? ଏହା ସତ୍ୟ ଓ ପବିତ୍ରତା ମାଧ୍ୟମରେ ଅଧିକୃତ ହୋଇଛି ତ ? ଯଦି ଏହା ପାପରୁ ସଂଗୃହିତ ତେବେ ତାହା ବିନାଶର କାରଣ ହୋଇଥାଏ। ଏଦିଗରେ ବେଦ ମନ୍ତ୍ର କହନ୍ତି – ଓ୩ମ୍ ମୋଘମନ୍ନଂ ବିନ୍ଦତେ ଅପ୍ରଚେତାଃ ସତ୍ୟଂ ବ୍ରବୀମି ବଧ ଇତ୍ ସ ଅର୍ଥାତ୍ ଅନ୍ୟାୟରେ ଅର୍ଜିତ ଭୋଗ ସାମଗ୍ରୀ ଶେଷରେ ତାର ବିନାଶକାରୀ ହୋଇଥାଏ।
(ଋଗ୍ ବେଦ,୧୦,୧୧୮,୬)

 

Show More

Related Articles

Back to top button