Breaking PLUSଦୁର୍ଘଟଣାମୁଖ୍ୟ ଖବର

ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇ ଭାସିଗଲେ ଯୁବକ

ଯାଜପୁର : ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଭାସିଗଲେ ଯୁବକ। ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ସୟଦପୁର ମୀରସାହି ନିକଟରେ ଥିବା ମାହାକାଳ ଗଣ୍ଡରେ ଘଟିଛି ଏଭଳି ଏକ ଅଘଟଣ। ଗାଧୋଇବାକୁ ଯାଇଥିବା ବେଳେ ଯୁବକ ଜଣଙ୍କ ନିଖୋଜ ହୋଇଥିବା ସୂଚନାମିଳିଛି । ଯୁବକ ଜଣଙ୍କ ରଘୁନାଥପୁର ପଞ୍ଚାୟତର ବିଶ୍ୱଜିତ୍ ଦାସ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିହୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Show More

Related Articles

Back to top button