Breaking PLUS

ବଦଳିଲା ପାଗ, ଭୁବନେଶ୍ୱରରେ କୋହଲା ପାଗକୁ ଝିପି ଝିପି ବର୍ଷା

ଆଜି ସକାଳ ସମୟରୁ ଓଡିଶା ପାଗରେ ହଠାତ ପରିବର୍ତ୍ତନ ଦେଖାଯାଇଛି। ଆନ୍ଧ୍ରର ଉତ୍ତର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା କାରଣରୁ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡିଶା ପାଗରେ ପରିବର୍ତ୍ତନ ଘଟିଛି। ରାଜ୍ୟର କିଛି ଜିଲାରେ ପାଗ କୋହଲା ସାଙ୍ଗକୁ ଆକାଶ ମେଘାଚ୍ଛନ୍ନ ରହିଛି।

ଆଜି ସକାଳ ସମୟରୁ ଓଡିଶା ପାଗରେ ହଠାତ ପରିବର୍ତ୍ତନ ଦେଖାଯାଇଛି। ଆନ୍ଧ୍ରର ଉତ୍ତର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା କାରଣରୁ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡିଶା ପାଗରେ ପରିବର୍ତ୍ତନ ଘଟିଛି। ରାଜ୍ୟର କିଛି ଜିଲାରେ ପାଗ କୋହଲା ସାଙ୍ଗକୁ ଆକାଶ ମେଘାଚ୍ଛନ୍ନ ରହିଛି। ଏହାସହ ରାଜଧାନୀର କିଛି ଅଞ୍ଚଳରେ ଝିପିଝିପି ବର୍ଷା ହୋଇଛି। ୨ ଦିନ ପରେ ରାଜ୍ୟର ପାଗ ସ୍ୱାଭାବିକ ହେବା ନେଇ ଜଣାପଡିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

VigRX Plus also has had many different clinical trials tested, making it a safe and reliable choice for men. Both doctors and customers have reviewed and endorsed the product, which has only gone to help with their overall reputation and reliability. VigRX Plus is best for men who are experiencing a lack of sex drive or who are having trouble getting and maintaining an erection. cialis malaysia ProSolution pills are over-the-counter medications that help with male enhancement.

Show More

Related Articles

Back to top button