ଜୀବନଚର୍ଯ୍ୟା

ଆମ ହିନ୍ଦୁ ଧର୍ମର ବୀଜ ମନ୍ତ୍ର ଓଂ

ଏଥିରେ ଏପରି ଶକ୍ତି ରହିଛି ଯାହା ଘରଭିତର ଓ ଘରବାହାରର ସମ୍ପୂର୍ଣ ବାତାବରଣରେ ପବିତ୍ରତା ଆଣିଥାଏ l

ଏଥିରେ ଏପରି ଶକ୍ତି ରହିଛି ଯାହା ଘରଭିତର ଓ ଘରବାହାରର ସମ୍ପୂର୍ଣ ବାତାବରଣରେ ପବିତ୍ରତା ଆଣିଥାଏ l
*ଓଂ ଶବ୍ଦ ୩ଟି ଅକ୍ଷର କୁ ମିଳିତ କରାଯାଇ ପ୍ରସ୍ତୁତ କରାଯାଇଛି l
ଅ ,ଉ ,ମ l
ଅ ର ଅର୍ଥ ଉତ୍ପନ୍ନ ହେବା,
ଉ ର ଅର୍ଥ ଉଠିବା ବା ବିକାଶ ହେବା,
ମ ର ଅର୍ଥ ବ୍ରହ୍ମ ଲୀନ ହୋଇଯିବା
ଏହା ବ୍ୟତୀତ ” ଓଂ ” ଶବ୍ଦ ଉଚ୍ଚାରଣ କରିବାରେ ଶାରୀରିକ ବିକାଶ ମଧ୍ୟ ହୋଇଥାଏ l

ଆସନ୍ତୁ ଜାଣିବା ” ଓଂ ” କୁ ନେଇ ହୋଇଥିବା ଗବେଷଣା
ସକାଳୁ ଉଠି ଓଂ ଶବ୍ଦ ଉଚ୍ଚାରଣ କରିବା ଦ୍ୱାରା
ଥାଇରଏଡ ର ଉପଶମ,
ମାନସିକ ସ୍ଥିରତା ଓ ଫୂର୍ତି ଆସିଥାଏ ,
ସକାରାତ୍ମକ ଉର୍ଜା, ରକ୍ତ ସଂଚାଳନ ସହ ପାଚନଶକ୍ତି ର ଦୃଢ଼ତା ସୃଷ୍ଟି ହୋଇଥାଏ ଓ ଥକାପଣ ଦୁରେଇ ଯାଏ l

ନିଦ ନ ଆସିବା ଆଜିକାଲି ର ମୁଖ୍ୟ ସମସ୍ୟା ଭାବରେ ଦେଖାଦେଇଛି ।ସେଥିପାଇଁ ଗବେଷକ ମାନେ ମତ ଦେଇଛନ୍ତି ଯେ ବିଛଣା କୁ ଯିବା ପୂର୍ବରୁ ” ଓଂ ” ଉଚ୍ଚାରଣ କରିବା ଖୁବ ଭଲ ଯାହା ନକରାତ୍ମକ ଶକ୍ତିକୁ ମନରୁ ଦୁରେଇ ଦେଇଥାଏ l
-ଓଂ ଉଚ୍ଚାରଣ କରିବା ଦ୍ୱାରା ଫୁସଫୁସ ସୁସ୍ଥ ରହିଥାଏ l
– ଓଂ ଉଚ୍ଚାରଣ କରିବା ଦ୍ୱାରା କମ୍ପନ ସୃଷ୍ଟି କରିଥାଏ ଯାହା ହାଡ଼କୁ ସୁସ୍ଥ ରଖିଥାଏ l

 

Show More

Related Articles

Back to top button