Breaking PLUSଓଡ଼ିଶାମୁଖ୍ୟ ଖବର

ଭୁବନେଶ୍ୱରରୁ କୋରାପୁଟ ଯାଉଥିବା ଯାତ୍ରୀବାହୀ ବସକୁ ୫ ଲକ୍ଷ ୬୬ ହଜାର ଟଙ୍କା ଜରିମାନା

ଭୁବନେଶ୍ୱରରୁ କୋରାପୁଟ ଯାଉଥିବା ଏକ ଯାତ୍ରୀବାହୀ ବସକୁ ୫ ଲକ୍ଷ ୬୬ ହଜାର ଟଙ୍କାର ସ୍ଥାନୀୟ ଆରଟିଓ-୨ ଜରିମାନା କରାଇଛନ୍ତି  ।

ଭୁବନେଶ୍ୱରରୁ କୋରାପୁଟ ଯାଉଥିବା ଏକ ଯାତ୍ରୀବାହୀ ବସକୁ ୫ ଲକ୍ଷ ୬୬ ହଜାର ଟଙ୍କାର ସ୍ଥାନୀୟ ଆରଟିଓ-୨ ଜରିମାନା କରାଇଛନ୍ତି  ।

ମିଳିଥିବା ସୂଚନାନୁସାରେ, ଓଡ଼ି ୧୦ ଏଫ ୦୪୦୯ ବସକୁ ଆରଟିଓ-୨ ଜରିମାନା କରିଛନ୍ତି । ବସଟି କୋରାପୁଟରୁ ଭୁବନେଶ୍ୱର ଚଳାଚଳ କରୁଥିଲା । ବସଟିର ବୈଧ ଷ୍ଟେଜ କ୍ୟାରେଜ ପରମିଟ ମଧ୍ୟ ନଥିଲା ।

୨୦୧୯ ମେ’ରୁ ଏଯାବତ ବସ ପାଇଁ ଏମଭି ଟ୍ୟାକ୍ସ ବି ପଇଠ କରାଯାଇନଥିଲା । ଫଳରେ ବସ ମାଲିକଙ୍କୁ ଟିକସ ସହ ଅନ୍ୟାନ୍ୟ ଜରିମାନା ବାବଦରେ ୫ ଲକ୍ଷ ୬୬ ହଜାର ଟଙ୍କା ଦେବାକୁ ପଡ଼ିବ ।

Show More

Related Articles

Back to top button