Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା କାଲିଠୁ ଜାନୁଆରୀ ୩ ପର୍ଯ୍ୟନ୍ତ ଶୀତ ଅବକାଶ ପାଇଁ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

ଆସନ୍ତା କାଲି ଠାରୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଶୀତ ଅବକାଶ ପାଇଁ ଛୁଟି ରହିବ ଓଡ଼ିଶା ହାଇକୋର୍ଟ । ଡିସେମ୍ବର ୨୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ଜଷ୍ଟିସ ଏସ କେ ମିଶ୍ର ଓ ୩୧ ତାରିଖରୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଜଷ୍ଟିସ ଏସ କେ ସାହୁ ଅବକାଶ କାଳୀନ ବିଚାରପତି ଭାବେ କାର୍ଯ୍ୟ ସମ୍ପାଦନ କରିବେ।

କେବଳ ଅତି ଜରୁରୀ ମାମଲା ଗୁଡିକର ଶୁଣାଣି ଏହି ଅବକାଶ କାଳୀନ କୋର୍ଟରେ କରାଯିବ। ପୂର୍ବାହ୍ନ ୧୧ଟାରୁ ୧୨ ଟା ପର୍ଯ୍ୟନ୍ତ ଡ୍ରପ ବକ୍ସ, ଇ ମେଲ କିମ୍ବା ଇ ଫାଇଲିଂ ମାଧ୍ୟମରେ ପିଟିସନ ଗୁଡିକ ଶୁଣାଣି ପାଇଁ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ପକ୍ଷରୁ ନୋଟିଫିକେସନ ମାଧ୍ୟମରେ କୁହାଯାଇଛି।

Show More

Related Articles

Back to top button