Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ କମୁଛି କରୋନା, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 23,068 ଜଣ କରୋନା ରୋଗୀ ଚିହ୍ନଟ

କରୋନାର ଦୈନିକି ସଂକ୍ରମଣ ସଂଖ୍ୟା କେତେବେଳେ ବଢିବାର ଲାଗିଛି, କେତେବେଳେ କମିବାରେ ଲାଗିଛି । ଗୁରୁବାର ତୁଳନାରେ ଶୁକ୍ରବାର ଦିନ ଦୈନିକି ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଥିବାର ରେକର୍ଡ କରାଯାଇଛି । ଗୁରୁବାର ଦିନ ୨୪,୭୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ଦିନ ୨୩,୦୬୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ କୋଟି ପାର୍ ହୋଇସାରିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ ୨୩,୦୬୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୧,୪୬,୮୪୬ରେ ପହଞ୍ଚିଛି । ସେହିପରି ଦେଶରେ ଗତ ୨୪ଘଣ୍ଟାରେ ୩୩୬ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଯାହାଦ୍ୱାରା ମୋଟ ମୃତକଙ୍କ ସଂଖ୍ୟା ଦେଶରେ ୧,୪୭,୦୯୨ରେ ପହଞ୍ଚିଛି ।

Show More

Related Articles

Back to top button