Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ସ୍ଥିର ରହିଛି କରୋନା, ଗତ 24 ଘଣ୍ଟା ମଧ୍ୟରେ 46,254 ଜଣ କରୋନା ରୋଗୀ ଚିହ୍ନଟ

ମଙ୍ଗଳବାର ଦିନ ଦେଶରେ କରୋନା ଆକଳନ ହ୍ରାସ ପାଇବା ପରେ ଆଜି ପୁଣି ଥରେ ଦେଶରେ ରୋଗୀଙ୍କ ସଂଖ୍ୟା 40 ହଜାର ଅତିକ୍ରମ କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ବୁଧବାର ଦିନ ଗତ 24 ଘଣ୍ଟା ମଧ୍ୟରେ ଭାରତରେ 46,254 କରୋନା ଜୀବାଣୁ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବା ବେଳେ କରୋନା ରୋଗୀଙ୍କ ସଂଖ୍ୟା 83 ଲକ୍ଷକୁ ଅତିକ୍ରମ କରିଛି

ମଙ୍ଗଳବାର ଦିନ ଦେଶରେ କରୋନା ଆକଳନ ହ୍ରାସ ପାଇବା ପରେ ଆଜି ପୁଣି ଥରେ ଦେଶରେ ରୋଗୀଙ୍କ ସଂଖ୍ୟା 40 ହଜାର ଅତିକ୍ରମ କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ବୁଧବାର ଦିନ ଗତ 24 ଘଣ୍ଟା ମଧ୍ୟରେ ଭାରତରେ 46,254 କରୋନା ଜୀବାଣୁ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବା ବେଳେ କରୋନା ରୋଗୀଙ୍କ ସଂଖ୍ୟା 83 ଲକ୍ଷକୁ ଅତିକ୍ରମ କରିଛି । ତେବେ ଦେଶରେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା 76 ଲକ୍ଷ ଅତିକ୍ରମ କରିଛି ।

ଭାରତରେ ବର୍ତ୍ତମାନ ସୁଦ୍ଧା COVID-19 ରୋଗୀଙ୍କ ମୋଟ ସଂଖ୍ୟା 83,13,877ରେ ପହଁଞ୍ଚିଛି | ଗତ 24 ଘଣ୍ଟା ମଧ୍ୟରେ, ଦେଶରେ 514 ଜଣଙ୍କର ଜୀବନ ନେଇଛି ମହାମାରୀ କରୋନା, ଏହା ସହ ଆଜିର ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା 1,23,611 ରେ ପହଞ୍ଚିଛି ।

Show More

Related Articles

Back to top button