Breaking PLUSଦେଶ ବିଦେଶମୁଖ୍ୟ ଖବର

ଥରିବ ଶତୃ, ଆଜି ଭାରତରେ ପହଁଞ୍ଚିବ ଆଉ ତିନିଟି ରାଫେଲ ଯୁଦ୍ଧ ବିମାନ

ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆଜି ଆଉ ତିନିଟି ରାଫେଲ ଯୁଦ୍ଧ ବିମାନ ଭାରତରେ ପହଂଚିବ। ଏହି ବିମାନର ଆଗମନ ସହିତ ବାୟୁସେନାର ଶକ୍ତି ଆହୁରି ବୃଦ୍ଧି ପାଇବା ସହ ଯୁଦ୍ଧକ୍ଷେତ୍ରରେ ଶତ୍ରୁମାନଙ୍କୁ ଧୂଳି ଚଟାଇବ ଏହି ଯୁଦ୍ଧ ବିମାନ

ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆଜି ଆଉ ତିନିଟି ରାଫେଲ ଯୁଦ୍ଧ ବିମାନ ଭାରତରେ ପହଂଚିବ। ଏହି ବିମାନର ଆଗମନ ସହିତ ବାୟୁସେନାର ଶକ୍ତି ଆହୁରି ବୃଦ୍ଧି ପାଇବା ସହ ଯୁଦ୍ଧକ୍ଷେତ୍ରରେ ଶତ୍ରୁମାନଙ୍କୁ ଧୂଳି ଚଟାଇବ ଏହି ଯୁଦ୍ଧ ବିମାନ । ପୂର୍ବଥର ପରି ଏଥର ମଧ୍ୟ ୩ଟି ଯାକ ରାଫେଲ ଜେଟ୍‌ ହରିଆଣା ସ୍ଥିତ ଅମ୍ବାଲା ଏୟାରବେସ୍‌ରେ ଭାରତୀୟ ମାଟିକୁ ସ୍ପର୍ଶ କରିବ। ଆଜି ସନ୍ଧ୍ୟା ସୁଦ୍ଧା ରାଫେଲ ଭାରତରେ ପହଞ୍ଚିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

Show More

Related Articles

Back to top button