ଦେଶମୁଖ୍ୟ ଖବର

ଅକ୍ଟୋବର ୨୨ ରୁ ରାଜ୍ୟର ସମସ୍ତ ସିନେମା ହଲ୍ ଖୋଲିବା ନେଇ ଘୋଷଣା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ଅକ୍ଟୋବର ୨୨ ରୁ ରାଜ୍ୟର ସମସ୍ତ ସିନେମା ହଲ୍ ଖୋଲିବା ନେଇ ଘୋଷଣା କରିଛନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ରାଜ୍ୟରେ ସିନେମା ହଲ ଗୁଡିକ ଦୀର୍ଘ ଦିନ ଯାଏ ବନ୍ଦ ହେତୁ ପ୍ରାୟ ଏକ ଡର୍ଜନ ମେଗା ବଜେଟ୍ ଚଳଚ୍ଚିତ୍ର ରିଲିଜ୍ ଅଟକି ରହିଥିଲା । ରାଜ୍ୟରେ କରୋନା ସ୍ଥିତି କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଠାକରେ । ଦେଶରେ ହିନ୍ଦୀ ଚଳଚ୍ଚିତ୍ର ବ୍ୟବସାୟରେ ମହାରାଷ୍ଟ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ।

Show More

Related Articles

Back to top button