ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟସ୍ୱତନ୍ତ୍ର

ଆଜିଠୁ ଆରମ୍ଭ ହେବ କଳିଙ୍ଗ ବାଲିଯାତ୍ରା ମହୋତ୍ସବ,ଉଦ୍‌ଘାଟନ କରିବେ ରାଜସ୍ବ ମନ୍ତ୍ରୀ

ଆଜିଠୁ ଆରମ୍ଭ ହେବ କଳିଙ୍ଗ ବାଲିଯାତ୍ରା ମହୋତ୍ସବ । ପାରାଦୀପର ସମୁଦ୍ର ବେଳାଭୂମି ବିଜୁ ମଇଦାନରେ ଏହି ମହୋତ୍ସବକୁ ଉଦ୍‌ଘାଟନ କରିବେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଏତଦବ୍ୟାତୀତ ୨ ଜଣ ମନ୍ତ୍ରୀ, ୪ ବିଧାୟକ, ଜଣେ ଏମ୍‌ପି, ପାରାଦୀପ ବନ୍ଦର ସମେତ ସମସ୍ତ କାରଖାନା ମୁଖ୍ୟ ଓ ଜିଲା ପ୍ରଶାସନିକ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ତେବେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଅନ୍ୟପଟେ ନିମନ୍ତ୍ରଣ ପତ୍ରରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ର ନାହିଁ, ଯାହାକୁ ନେଇ ବାଲିଯାତ୍ରାର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ ଅଭିଯୋଗ କରିଛନ୍ତି।

Show More

Related Articles

Back to top button