Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର
ଆଜି ପ୍ରକାଶ ପାଇବ ଚଳିତ ବର୍ଷର ଜେଇଇ ଆଡଭାନ୍ସଡ୍ ରେଜଲ୍ଟ
ଚଳିତ ବର୍ଷ ଆୟୋଜିତ ହୋଇଥିବା ଜେଇଇ ଆଡଭାନ୍ସଡ ପରୀକ୍ଷାର ଫଳାଫଳ ଆଜି ଅର୍ଥାତ୍ ସୋମବାର ଦିନ ପ୍ରକାଶ ପାଇବ।
ଚଳିତ ବର୍ଷ ଆୟୋଜିତ ହୋଇଥିବା ଜେଇଇ ଆଡଭାନ୍ସଡ ପରୀକ୍ଷାର ଫଳାଫଳ ଆଜି ଅର୍ଥାତ୍ ସୋମବାର ଦିନ ପ୍ରକାଶ ପାଇବ। ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଦ୍ୱାରା ସକାଳ ୧୦ଟାରେ ଏହା ଘୋଷଣା କରାଯିବ । ଜେଇଇ ଆଡଭାନ୍ସଡ, ୨୦୨୦ ପାଇଁ ପ୍ରଚଳିତ ୱେବ୍ସାଇଟରେ ଏହା ଉପଲବ୍ଧ ହେବ ।ପରୀକ୍ଷାଫଳ ବାହାରିବା ପରେ କାଉନସେଲିଂ ପାଇଁ ରେଜିଷ୍ଟ୍ରେସନ ଅକ୍ଟୋବର ୬ ତାରିଖରୁ ଆରମ୍ଭ ହେବ ।ଏବର୍ଷ ମୋଟ ୧,୬୦,୮୩୧ ଜଣ ଏହି ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଥିଲେ ଏବଂ ସେମାନଙ୍କ ଭିତରୁ ୯୬% ପିଲା ପରୀକ୍ଷା ଦେଇଥିଲେ ।