Breaking PLUSଖେଳଜୀବନଚର୍ଯ୍ୟାଦେଶମୁଖ୍ୟ ଖବର

୫୨ ବର୍ଷ ବୟସରେ ଶେଷ ନିଃଶ୍ୱାଷ ତ୍ୟାଗ କରିଛନ୍ତି ମହାନ ସ୍ପିନର ଶେନ ଓ୍ଵର୍ଣ୍ଣ ।

 କ୍ରିକେଟ୍ ଜଗତର ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ।

 କ୍ରିକେଟ୍ ଜଗତର ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ୫୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଏହି ମହାନ ଲେଗ୍ ସ୍ପିନର ।  କ୍ରିକେଟ୍ ଜଗତରର ମହାନ ବୋଲରଙ୍କ ମଧ୍ୟରେ ପରିଗଣିତ ଅଷ୍ଟ୍ରେଲିଆ ସ୍ପିନର ଶେନ ୱର୍ଣ୍ଣଙ୍କ ଅକାଳ ବିୟୋଗ ଘଟିଛି । ବୀରେନ୍ଦ୍ର ସେହ୍ୱାଗ ଟ୍ୱିଟ୍ କରି ଏହି ଦୁଃଖଦ ଖବର ବିଷୟରେ ସୂଚନା ଦେଇଛନ୍ତି ।

Show More

Related Articles

Back to top button