Breaking PLUSଦେଶମୁଖ୍ୟ ଖବର

ଦେବଗଡରେ ମାଆ ପ୍ରଧାନ ପାଟେଶ୍ୱରୀଙ୍କ ଦର୍ଶନ କଲେ ରାଜ୍ୟପାଳ

ଭୁବନେଶ୍ୱର- ରାଜ୍ୟପାଳ ରଘୁବର ଦାସ ଆଜି ଦେବଗଡ ଜିଲ୍ଲା ଗସ୍ତ କରି ପ୍ରଧାନପାଟରେ ମାଆ ପ୍ରଧାନ ପାଟେଶ୍ୱରୀଙ୍କ ଦର୍ଶନ ଓ ପୂଜନ କରିଛନ୍ତି । ଏନେଇ ସେ ସୋସିଆଲ ମିଡିଆ ଏକ୍ସରେ ଫଟୋ ସେୟର କରି କହିଛନ୍ତି ଯେ, ଆଜି ଦେବଗଡ ଜିଲ୍ଲା ଗସ୍ତ ସମୟରେ ପ୍ରଧାନପାଟରେ ମାଆ ପ୍ରଧାନ ପାଟେଶ୍ୱରୀଙ୍କ ଦର୍ଶନ ଓ ପୂଜନ କରିବାର ସୌଭାଗ୍ୟ ମିଳିଛି । ମାଆ ସମସ୍ତଙ୍କ କଲ୍ୟାଣ କରନ୍ତୁ ଏବଂ ନିଜ ଭକ୍ତଙ୍କ ଜୀବନରେ ଖୁସି ଓ ସମୃଦ୍ଧି ଆଣନ୍ତୁ, ଏହାହିଁ କାମନା କରୁଛି । ମନ୍ଦିର ନିକଟ ୱାଟରଫଲ ମାଆ ପ୍ରଧାନ ପାଟେଶ୍ୱରୀ ମନ୍ଦିରର ସୁନ୍ଦରତାକୁ ବଢାଉଥିବା ବିଭିନ୍ନ ବନ୍ୟଜୀବଙ୍କ ଆଶ୍ରୟସ୍ଥଳୀ ମଧ୍ୟ ରହିଛି ।

Show More

Related Articles

Back to top button