ଓଡ଼ିଶାସ୍ୱାସ୍ଥ୍ୟ

ଖୁବଶୀଘ୍ର ସରିବାକୁ ଯାଉଛି ମାଗଣା ଟିକାର ଅବଧି,ତୁରନ୍ତ ଟିକା ନେବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଖୁବଶୀଘ୍ର ସରିବାକୁ ଯାଉଛି ମାଗଣା ଟିକାର ଅବଧି । ଆଉ ମାତ୍ର ୨୭ଦିନ ଅଥବା ସେପ୍ଟେମ୍ବର ୩୦ରେ ମାଗଣା ଟିକାର ଅବଧି ସରିବାକୁ ଯାଉଛି । ତେବେ ଏଥିପାଇଁ ତୁରନ୍ତ ଟିକା ନେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।

ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭୫ ପ୍ରତିଶତ ଲୋକ ବୁଷ୍ଟର ଡୋଜ ନେଇ ନାହାନ୍ତି । ସେହିପରି ଖୋର୍ଦ୍ଧା, କଟକ, ଜଗତସିଂହପୁର, ଅନୁଗୁଳ, ପୁରୀ, ସୁନ୍ଦରଗଡ ଜିଲ୍ଲାରେ ଅଧିକାଂଶ ଲୋକେ ଟିକା ନେଇନାହାଁନ୍ତି । ତେଣୁ ଏହି ସ୍ଥିତିରେ ରାଜ୍ୟବାସୀ ଖୁବଶୀଘ୍ର ମାଗଣା ଟିକା ନେବାକୁ ପରାମର୍ଶ ଦେଇଛନ୍ତି ।

 

Show More

Related Articles

Back to top button