Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଆଇପିଏଲ୍ ପ୍ଲେ-ଅଫ୍ ପର୍ଯ୍ୟାୟର ପ୍ରଥମ ଏଲମିନେଟର ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଆରସିବି ଓ ହାଇଦ୍ରାବାଦ

ଆଜି ଆଇପିଏଲ୍ ପ୍ଲେ-ଅଫ୍ ପର୍ଯ୍ୟାୟର ପ୍ରଥମ ଏଲମିନେଟର ମ୍ୟାଚରେ ମୁହାଁମୁହିଁ ହେବେ ଆରସିବି ଓ ହାଇଦ୍ରାବାଦ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ ଆବୁଧାବିରେ ଖେଳାଯିବ। ଏହି ମ୍ୟାଚରେ ବିଜୟୀ ହୋଇଥିବା ଦଳ ଦ୍ୱିତୀୟ କ୍ୱାଲିଫାୟାର ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିବ।

ଆଜି ଆଇପିଏଲ୍ ପ୍ଲେ-ଅଫ୍ ପର୍ଯ୍ୟାୟର ପ୍ରଥମ ଏଲମିନେଟର ମ୍ୟାଚରେ ମୁହାଁମୁହିଁ ହେବେ ଆରସିବି ଓ ହାଇଦ୍ରାବାଦ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ ଆବୁଧାବିରେ ଖେଳାଯିବ। ଏହି ମ୍ୟାଚରେ ବିଜୟୀ ହୋଇଥିବା ଦଳ ଦ୍ୱିତୀୟ କ୍ୱାଲିଫାୟାର ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିବ।

ହାଇଦ୍ରାବାଦ ନିଜର ଶେଷ ମ୍ୟାଚରେ ଚତ୍ମକାର ବିଜୟ ହାସଲ କରି ପ୍ଲେ-ଅଫକୁ ଆସିଛି। ଅନ୍ୟପଟେ ବେଙ୍ଗାଳୁରୁ ମଧ୍ୟ ଏହି ସିଜିନରେ ଚତ୍ମକାର ପ୍ରଦର୍ଶନ କରିଛି। ତେଣୁ ଏହି ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଉଛି।

ୱାର୍ନର ଓ କୋହଲିଙ୍କ ଭିତରୁ କେଉଁ କ୍ୟାପଟେନ୍ ନିଜ ଦଳକୁ ବିଜୟୀ କରିବାକୁ ସଫଳ ହେଉଛି ତାକୁ ନେଇ ଏହି ମ୍ୟାଚ୍ ଉପରେ ନଜର ରହିବ। ୱାର୍ନର ହାଇଦ୍ରାବାଦ ଦଳ ବ୍ୟାଟିଂ ମଙ୍ଗ ଧରିଥିବାବେଲେ କୋହଲିଙ୍କ ବ୍ୟାଟିଂ ଉପରେ ଆରିସିବିର ବ୍ୟାଟିଂ ଲାଇନ ଅପ୍ ଭରସା ରଖିଛି। ତେଣୁ ଏହି ମ୍ୟାଚରେ କିଏ ବିଜୟୀ ହେବ ସେ ନେଇ ଆକଳନ କରିବା କଷ୍ଟକର ହୋଇପଡ଼ିଛି।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ

ବିରାଟ କୋହଲି(ଅଧିନାୟକ), ମହମ୍ମଦ ସିରାଜ୍, କ୍ରିସ୍ ମୋରିସ୍, ଜୋସ୍ ଫିଲିପ, ମୋଇନ୍ ଅଲ୍ଲୀ, ଆରୋନ୍ ପିଞ୍ଚ୍, ଏ ବି ଡେଭିଲିୟର୍ସ, ସାହାବାଜ୍ ଅହମ୍ମଦ, ପାର୍ଥିବ ପଟେଲ୍, ୟୁଜୁଭେନ୍ଦ୍ର ଚାଓ୍ଵାଲା, ନବଦୀପ୍ ସାଇନି, ଇସୁରୁ ଉଦାନା, ଡାଲେ ଷ୍ଟେନ୍, ପବନ୍ ନେଗି, ଦେବଦତ୍ତ ପାଡିକାଲ୍, ଶିଭମ୍ ଦୁବେ, ଉମେଶ ଯାଦବ, ଗରୁକିରତ୍ ମନ୍ସିଂ, ଓ୍ଵାସିଂଟନ୍ ସୁନ୍ଦର, ପବନ ଦେଶପାଣ୍ଡେ, କାନି ରିଚାର୍ଡସନ୍।

ସନରାଇଜର୍ସ ହାଇଦ୍ରାବାଦ୍

ଡେଭିଡ ଓ୍ଵାର୍ଣ୍ଣର(ଅଧିନାୟକ), ରସିଦ୍ ଖାନ୍, ସଞ୍ଜୟ ଯାଦବ, ରିଦ୍ଧିମାନ ଶାହା, ଖଲିଲ୍ ଅହମ୍ମଦ, ସନ୍ଦୀପ ଶର୍ମା, ଅବ୍ଦୁନ ସାମଦ୍, ମାଇକେଲ୍ ମର୍ସ, ଶ୍ରୀଭଟ୍ସ ଗେସ୍ଵାମୀ, ମହମ୍ମଦ ନବି, ଫଆବିଆନ୍ ଆଲେନ୍, ଅଭିଶେକ୍ ଶର୍ମା, ବସିଲ ଥାମ୍ପି, ବିଲ୍ଲି ଷ୍ଟାନଲେକ୍, ସନ୍ଦୀପ ବାଭାନ୍କା, ବିରାଟ ସିଂହ, ନଟରାଜନ୍, କେନ୍ ଓ୍ଵିଲିୟମ୍, ସାହାବାଜ୍ ନାଦିମ୍, ଜନି ବାଇରଷ୍ଟୋ, ମନିଷ୍ ପାଣ୍ଡେ, ବିଜୟ ଶଙ୍କର, ସିଦ୍ଧାର୍ଥ କୌଲ୍, ପ୍ରିୟମ୍ ଗର୍ଗ।

Show More

Related Articles

Back to top button