Breaking PLUSଓଡ଼ିଶାମୁଖ୍ୟ ଖବର

ଫୋକସରେ ଗ୍ରାମାଞ୍ଚଳ, ଆରମ୍ଭ ହେବ ଡୋର ଟୁ ଡୋର ସର୍ଭେ

କରୋନା ସଂକ୍ରମଣ ରୋକିବାକୁ ଫୋକସରେ ଗ୍ରାମାଞ୍ଚଳ । ସରକାର ଗତବର୍ଷ ଠାରୁ ଗ୍ରାମାଞ୍ଚଳ ଉପରେ ନଜର ରଖିଛନ୍ତି । ଆଇଏଲ୍ଆଇ ସର୍ଭେ ସହ ଡେଙ୍ଗୁ, ମାଲେରିଆ ଓ ଡାଇରିଆର ଇଣ୍ଟିଗ୍ରେଟେଡ୍ ସର୍ଭେ ୩ ମାସ ପାଇଁ ହୋଇଥିଲା । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଡୋର ଟୁ ଡୋର ସର୍ଭେକୁ ଫୋକସ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଯେଉଁମାନଙ୍କର ଲକ୍ଷଣ ଥିଲା, ଟେଷ୍ଟ ପାଇଁ ଆସୁଥିଲେ । କିନ୍ତୁ ଏଣିକି ନିୟମିତ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ଡୋର୍ ଟୁ ଡୋର୍ ସର୍ଭେ କରିବେ । ଲକ୍ଷଣ ଆସିଲେ ଟେଷ୍ଟ କରାଯିବ । ବର୍ତ୍ତମାନ ଟେଷ୍ଟ ୫୬ ହଜାର ହେଉଛି ଆଗକୁ ବଢ଼ିବ । ସଂକ୍ରମଣକୁ ଦେଖି ବୁର୍ଲା ଭୀମସାର, ଏସସିବି ଓ ଭୁବନେଶ୍ୱରରେ ଆଇସିୟୁ ଓ ବେଡ୍ ବ୍ୟବସ୍ଥା ବୃଦ୍ଧି କରାଯାଉଛି । ଅଧ୍ୟୟନ ଅନୁସାରେ, ପ୍ଲାଜମା ଏତେଟା ଫଳପ୍ରଦ ହେଉନି । ଏବେବି ପ୍ଲାଜମା ଅଛି । କିନ୍ତୁ ଯେଉଁଟା ଫଳପ୍ରଦ ହେଉନି ଫୋକସ ନକରି ଯେଉଁଟା ଫଳପ୍ରଦ ହେଉଛି ସେଠି ଫୋକସ୍ କରାଯିବ ।

ସୁନ୍ଦରଗଡ଼ରେ ସଂକ୍ରମଣ ଅଧିକ ଥିଲା, ଏବେ କମୁଛି । କଟକ ଓ ଖୋର୍ଦ୍ଧା ମାଇଗ୍ରେଟେଡ୍ ସ୍ଥାନ ହୋଇଥିବାରୁ ସଂକ୍ରମଣ ଅଧିକ ଥିଲା, ରହିବ। ରାଜ୍ୟରେ ସଂକ୍ରମଣ ଟ୍ରେଣ୍ଡ ଖସୁଛି ବୋଲି ଚୁପ୍ ରହିବା ନାହିଁ । ଯେଉଁ ବୟସ ଗ୍ରୁପକୁ ଟିକାକରଣ ହୋଇନି କିପରି କରି ହେବ ତାହା ଉପରେ ଫୋକସ ରହିବ ।

Show More

Related Articles

Back to top button