Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ବିହାରର ବୁଦ୍ଧଗୟାରେ ତିନି ଦିବସୀୟ ଅନ୍ତର୍ଜାତୀୟ ସଂଘ ଫୋରମର ଉଦଘାଟନ କଲେ ଦଲାଇଲାମା

33 ଦେଶରୁ ବୌଦ୍ଧ ଧର୍ମ ସହିତ ଜଡିତ ବିଦ୍ୱାନ ହେଲେ ସାମିଲ

ବୁଦ୍ଧଗୟା, 20 ଡିସେମ୍ବର – ବୌଦ୍ଧ ଧର୍ମର ବିଦ୍ୱାନଙ୍କ ଉପସ୍ଥିତିରେ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ବୁଧବାର ପରମ୍ପରାକୁ ଯୋଡିବା, ଆଧୁନିକତାକୁ ଗ୍ରହଣ କରିବା, ଆଜିର ଦୁନିଆରେ ବୁଦ୍ଧଙ୍କ ଶିକ୍ଷା ଉପରେ ଏକ ସମ୍ବାଦ ବିଷୟ ଉପରେ 3ଦିବସୀୟ ଅନ୍ତର୍ଜାତୀୟ ସଂଘ ଫୋରମ-2023ର ଉଦଘାଟନ କରିଛନ୍ତି । ବିହାରର ବୁଦ୍ଧଗୟାରେ ଆୟୋଜିତ ଫୋରମରେ 33ଦେଶର ବୌଦ୍ଧ ଧର୍ମଗୁରୁ ସାମିଲ ହୋଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଭାରତ, ଥାଇଲାଣ୍ଡ, ମିଆଁମାର, ବାଂଲାଦେଶ, କାମ୍ବୋଡିଆ, ଲାଓସ୍, ଶ୍ରୀଲଙ୍କା, ତିବ୍ଦତ, ଭୁଟାନ, ନେପାଳ, ଭିଏତନାମ, ତାଇୱାନ, ଋଷ, ମଙ୍ଗୋଲିଆ, ଜାପାନ ଓ କୋରିଆ ସହିତ 33ଟି ଦେଶର 2,500ରୁ ଅଧିକ ବୌଦ୍ଧ ବିଦ୍ୱାନ ସାମିଲ ହୋଇଛନ୍ତି ।

Show More

Related Articles

Back to top button