Breaking PLUSଦେଶମୁଖ୍ୟ ଖବରରାଜନୀତି

ଲୋକସଭାରୁ ଆଜି 2 ସାଂସଦ ସସପେଣ୍ଡ

ନୂଆଦିଲ୍ଲୀ, 20 ଡିସେମ୍ବର – ବୁଧବାର ଦିନ ବିଶୃଙ୍ଖଳିତ ଆଚରଣ ପାଇଁ 2ଜଣ ବିରୋଧୀ ସାଂସଦଙ୍କୁ ଲୋକସଭାରୁ ନିଲମ୍ବନ କରାଯାଇଛି । ଏହାକୁ ମିଶାଇ ସଂସଦର ଦୁଇଟି ଗୃହରୁ ସସପେଣ୍ଡ ସଦସ୍ୟଙ୍କ ସଂଖ୍ୟା 143 ଛୁଇଁଛି । ଲୋକସଭାରୁ ନିଲମ୍ବନ ଦୁଇ ସଦସ୍ୟ ଥୋମାସ ଚାଜିକାଦାନ ଓ ଏଏମ ଆରିଫ ।
ଏଠାରେ ସୂଚନାଯୋଗ୍ୟ, ମଙ୍ଗଳବାର ଲୋକସଭାରୁ 49ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଗତ ସପ୍ତାହରେ ଗୁରୁବାରରୁ ଏବେ ସୁଦ୍ଧା 97 ସାଂସଦଙ୍କୁ ଲୋକସଭାରୁ 46 ସାଂସଦଙ୍କୁ ରାଜ୍ୟସଭାରୁ ନିଲମ୍ବନ କରାଯାଇଛି ।

Show More

Related Articles

Back to top button