Breaking PLUSଓଡ଼ିଶାମୁଖ୍ୟ ଖବର

ବାଲେଶ୍ୱର ଓ ତିର୍ତ୍ତୋଲରେ କଂଗ୍ରେସ ହାରିବା ପଛରେ କଂଗ୍ରେସର ନିଜ ଲୋକ ହିଁ ଦାୟୀ- ସୁର ରାଉତରାୟ

ବାଲେଶ୍ୱର ଓ ତିର୍ତ୍ତୋଲରେ କଂଗ୍ରେସ ହାରିବା ପଛରେ କଂଗ୍ରେସ ହିଁ ଦାୟୀ ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି । ସେହିପରି ସେ ଜଣାଇଛନ୍ତି ଯେ ଦଳର କିଛି ନେତାଙ୍କ ଅନ୍ତର୍ଘାତି କାର୍ଯ୍ୟ ପାଇଁ ଆମେ ହରିଲୁ। ନେତାମାନେ ବାଲେଶ୍ୱରରେ ଠିକ ଭାବେ ପ୍ରଚାର କଲେନି। ଉପର ଠଉରିଆ ଭାବେ ପ୍ରଚାର କଲେ ହୋଟେଲରେ ଶୋଇଲେ।

ସେ ଆହୁରି କହିଛନ୍ତି ଯେ, ତିର୍ତ୍ତୋଲରେ ଭଲ ଭୋଟ ପାଇଲୁ କିନ୍ତୁ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ ହଟାଇବା ପାଇଁ କିଛି କଂଗ୍ରେସ ନେତା ଚାହୁଁଥିଲେ। ସେଥିପାଇଁ ଆମେ ଅଳ୍ପ କାମ କଲୁ। ଅନ୍ୟ ମାନେ କାମ କଲେନି। ଉଭୟ ଜାଗାରେ ଅର୍ଥ ମୁଖ୍ୟ ଫାକ୍ଟର ହେଲା।

ବିଜେପି ବିଜେଡି ବହୁ ଅର୍ଥ ଖର୍ଚ୍ଚ କରିଛନ୍ତି। ହରିବାର ସମୀକ୍ଷା ହେବ କିନ୍ତୁ ଆକ୍ସନ ହେବନି ବୋଲି କହିଛନ୍ତି ସେ। ବିଜେଡି ନିର୍ବାଚନକୁ ଭଲ ଭାବେ ପରିଚାଳନା କରୁଛନ୍ତି। ସେଥିପାଇଁ ଜିତୁଛନ୍ତି।

Show More

Related Articles

Back to top button