Breaking PLUSଓଡ଼ିଶାମୁଖ୍ୟ ଖବର

ଗଞ୍ଜାମ ପୋଲିସକୁ ବଡ ସଫଳତା, ମିଳିଲା ଲୁଟ ହୋଇଥିବା ୬ କେଜି ଚୋରି ସୁନା

ଗଞ୍ଜାମ ପୋଲିସକୁ ବଡ ସଫଳତା   । ସାଢ଼େ ୬ କେଜି ଚୋରି ସୁନା ଜବତ କଲା ଗଞ୍ଜାମ ପୋଲିସ  । ଏହି ସୁନା ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ ହୋଇଥିଲା। ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଭୋଇ ଏ ନେଇ ସୂଚନା ଦେଇଛନ୍ତି ।

ଗଞ୍ଜାମ ପୋଲିସକୁ ବଡ ସଫଳତା   । ସାଢ଼େ ୬ କେଜି ଚୋରି ସୁନା ଜବତ କଲା ଗଞ୍ଜାମ ପୋଲିସ  । ଏହି ସୁନା ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ ହୋଇଥିଲା। ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଭୋଇ ଏ ନେଇ ସୂଚନା ଦେଇଛନ୍ତି ।

ସୂଚନାନୁସାରେ, ଅକ୍ଟୋବର ୧୨ରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରର ଜଣେ ବ୍ୟବସାୟୀଙ୍କ ଘରୁ ସୁନା  ଲୁଟ୍ ହୋଇଥିଲା। ଏ ନେଇ ସେ ପୋଲିସ ଥାନାରେ ଏତଲା ଦେଇଥିଲେ । ଏହି ଏତଲା ଆଧାରରେ ପୋଲିସ ଖୋଜାଖୋଜି କରିଥିଲା  । କୌଣସି ସୂତ୍ରରୁ ଖବର ପାଇ ପୋଲିସ ବ୍ୟବସାୟୀଙ୍କ ଘରୁ ଲୁଟ୍ ହୋଇଥିବା ସାଢ଼େ ୬ କେଜି ସୁନା ଜବତ କରିଛି  ।

Show More

Related Articles

Back to top button