Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଜାରି ରହିଛି ଶୀତ ଲହର, 13 ଡିଗ୍ରୀ ତଳେ ରାଜ୍ୟର 10ଟି ସହର

ରାଜ୍ୟରେ ପାରଦ ଖସୁଛି । 13 ଡିଗ୍ରୀ ତଳେ ରାଜ୍ୟର 10ଟି ସହର । ଝାରସୁଗୁଡା ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଥିବବେଳ ସେଠାରେ ସର୍ବନିମ୍ନ ତାପମାତ୍ରା 8.2 ଡିଗ୍ରୀ ରହିଛି ।

ରାଜ୍ୟରେ ପାରଦ ଖସୁଛି । 13 ଡିଗ୍ରୀ ତଳେ ରାଜ୍ୟର 10ଟି ସହର । ଝାରସୁଗୁଡା ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଥିବବେଳ ସେଠାରେ ସର୍ବନିମ୍ନ ତାପମାତ୍ରା 8.2 ଡିଗ୍ରୀ ରହିଛି । ସେହିପରି ଫୁଲବାଣୀରେ 9.5 ଡିଗ୍ରୀ ତାପମାତ୍ରା ରହିଥିବାବେଳେ ଦାରିଙ୍ଗିବାଡିରେ 10 ଡିଗ୍ରୀ, ବାରିପଦା 10.5 ଡିଗ୍ରୀ, କୋରାପୁଟରେ 11 ଡିଗ୍ରୀ, କେନ୍ଦୁଝରରେ 11.7 ଡିଗ୍ରୀ, ସୁନ୍ଦରଗଡରେ 12 ଡିଗ୍ରୀ, ବଲାଙ୍ଗିରରେ 12.4 ଡିଗ୍ରୀ ଓ ବୌଦ୍ଧରେ 12. 5 ଡିଗ୍ରୀ ସେଲିସିୟସ୍‌ ତାପମାତ୍ରା ରେକର୍ଡ ହୋଇଛି । ସେହିପରି କଟକ ରେ 13.8 ଡିଗ୍ରୀ ଏବଂ ଭୁବନେଶ୍ବରରେ 16.5 ଡିଗ୍ରୀ ତାପାମାତ୍ରା ରହିଥିବାର ସୂଚନା ରହିଛି ।

Show More

Related Articles

Back to top button