Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଜି ଘୋଷଣା ହେବ ସିବିଏସଇ ବୋର୍ଡ ପରୀକ୍ଷା ତାରିଖ

କରୋନା କାଳରେ କେବେ ହେବ ଚଳିତବର୍ଷର ସିବିଏସଇ ବୋର୍ଡ ପରୀକ୍ଷା । ଆଜି ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା ହେବ । ପୂର୍ବରୁ ଏନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍ । ଆଜି ଦିନ ୧୧ଟାରେ ସେ ସୋସିଆଲ ମିଡିଆରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସହ ଆଲୋଚନା କରିବେ ।

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଅଭିଭାବକମାନଙ୍କର ଚିନ୍ତା ଦୂର କରିବା ନିଷ୍ପତ୍ତି ସରକାର ନେବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଥିଲେ । ତେବେ ଅନଲାଇନ ବଦଳରେ ଅଫଲାଇନ୍ ପରୀକ୍ଷା କରିବା ସପକ୍ଷରେ ଅଛନ୍ତି ସରକାର । କରୋନା ଯୋଗୁ ଦେଶରେ ସ୍କୁଲ କଲେଜ ବନ୍ଦ ରହିଛି । ଅନଲାଇନରେ ଚାଲିଛି ପାଠପଢ଼ା । ଏଭଳି ସ୍ଥିତିରେ ପରୀକ୍ଷାକୁ ନେଇ ଅନିଶ୍ଚିତତା ଦେଖାଦେଇଛି ।

Tags
Show More

Related Articles

Back to top button
Close