Breaking PLUSଓଡ଼ିଶାମୁଖ୍ୟ ଖବର

କୃଷି ଆଇନ ସମ୍ପର୍କରେ ବୁଝାଇବା ପାଇଁ ଲୋକଙ୍କ ପାଖକୁ ଯିବ ବିଜେପି

କୃଷି ଆଇନ ଉଚ୍ଛେଦ ଦାବିରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ତେବେ ବିଜେପି ପକ୍ଷରୁ କୃଷି ଆଇନ ସପକ୍ଷରେ ଲୋକଙ୍କୁ ସଚତେନ କରିବା ଲାଗି ନିଷ୍ପତ୍ତି ହୋଇଛି। ସାରା ଦେଶରେ ୭୦୦ ସାମ୍ବାଦିକ ସମ୍ମିଳନୀ ଓ କୃଷକଙ୍କ ସହ ବୈଠକ କରି, କୃଷି ଆଇନର ଫାଇଦା ସଂପର୍କରେ ଚାଷୀଙ୍କୁ ବୁଝାଇବ ବିଜେପି

କୃଷି ଆଇନ ଉଚ୍ଛେଦ ଦାବିରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ତେବେ ବିଜେପି ପକ୍ଷରୁ କୃଷି ଆଇନ ସପକ୍ଷରେ ଲୋକଙ୍କୁ ସଚତେନ କରିବା ଲାଗି ନିଷ୍ପତ୍ତି ହୋଇଛି। ସାରା ଦେଶରେ ୭୦୦ ସାମ୍ବାଦିକ ସମ୍ମିଳନୀ ଓ କୃଷକଙ୍କ ସହ ବୈଠକ କରି, କୃଷି ଆଇନର ଫାଇଦା ସଂପର୍କରେ ଚାଷୀଙ୍କୁ ବୁଝାଇବ ବିଜେପି । ତେବେ ଚାଷୀମାନେ କାହିଁକି ଆନ୍ଦୋଳନ କରୁଛନ୍ତି, ଏହା ପଛରେ ଅସଲ ଉଦ୍ଦେଶ୍ୟ କଣ ସେ ନେଇ ମତ ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

କୃଷି ଆଇନ ଓ ଚାଷୀ ଆନ୍ଦୋଳନ ନେଇ ଭୁବନେଶ୍ୱର ସାଂସଦଙ୍କ ମତ, ଚାଷୀ ଆନ୍ଦୋଳନ ନେଇ ଲୋକଙ୍କ ପାଖକୁ ଯିବ ବିଜେପି । କୃଷି ଆଇନ ସଂପର୍କରେ ଲୋକଙ୍କୁ ବୁଝାଇବ ଦଳ । କୃଷି ଆଇନ ଯୋଗୁଁ ଲାଭବାନ୍ ହେବେ ଚାଷୀ । ଚାଷୀ ସଂଗଠନ ଓ କୃଷକ ନେତାଙ୍କ ସହ ଆଲୋଚନା ପରେ ପ୍ରସ୍ତାବ ପାରିତ ସଂସଦରେ ଘଣ୍ଟା ଘଣ୍ଟା ଧରି ବିଲ୍ ଉପରେ ଆଲୋଚନା ହୋଇଛି ସମସ୍ତଙ୍କ ସହମତି ପରେ ବିଲ୍ ଗୃହୀତ ହୋଇ ଆଇନ ହୋଇଛି ।

Show More

Related Articles

Back to top button