Breaking PLUSଓଡ଼ିଶାମୁଖ୍ୟ ଖବର

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶୋକ ସାହୁଙ୍କର ପରଲୋକ

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶୋକ ସାହୁଙ୍କର ଆଜି ପରଲୋକ ଘଟିଛି । କଟକ ପିଠାପୁର ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି  

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶୋକ ସାହୁଙ୍କର ଆଜି ପରଲୋକ ଘଟିଛି । କଟକ ପିଠାପୁର ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି  । ସେ ଗତ ସପ୍ତାହେ ଧରି ଅସୁସ୍ଥ ଥିଲେ ଓ ମୃତ୍ୟୁ ବେଳକୁ ତାଙ୍କୁ 68 ବର୍ଷ ହୋଇଥିଲା।

ଆସାମ କ୍ୟାଡ଼ର ଆଇପିଏସ ଅଫିସର ଭାବେ ସେ କାର୍ଯ୍ୟ କରିଥିଲେ । ତେବେ ସ୍ୱେଚ୍ଛାକୃତ ଅବସର ନେବା ପରେ ସେ ବିଜେପିରେ ଯୋଗଦେଇ ରାଜନୀତିରେ ସକ୍ରିୟ ହୋଇଥିଲେ । ରାଜ୍ୟ ବିଜେପିର ଉପସଭାପତି ଓ ମୁଖ୍ୟ ମୁଖପାତ୍ର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ସମ୍ବେଦନଶୀଳ କନ୍ଧମାଳ ଲୋକସଭା ଆସନରୁ ସେ ୨୦୦୯ରେ ପ୍ରାର୍ଥୀ ହୋଇଥିଲେ ।  ୨୦୧୪ରେ ସେ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ମଧ୍ୟ ହୋଇଥିଲେ ।

Show More

Related Articles

Back to top button