Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୧,୮୨୪ ଟି କରୋନା ନମୂନା ପରୀକ୍ଷଣ

ରାଜ୍ୟରେ ଆଜି ଗୋଟିଏ ଦିନରେ ୫୧ ହଜାରରୁ ଅଧିକ କରୋନା ନମୁନା ପରୀକ୍ଷା କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୫୧,୮୨୪ କରୋନା ନମୁନା ପରୀକ୍ଷା ହୋଇଛି।

ରାଜ୍ୟରେ ଆଜି ଗୋଟିଏ ଦିନରେ ୫୧ ହଜାରରୁ ଅଧିକ କରୋନା ନମୁନା ପରୀକ୍ଷା କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୫୧,୮୨୪ କରୋନା ନମୁନା ପରୀକ୍ଷା ହୋଇଛି।

ଏଥିମଧ୍ୟରୁ ୪୨,୩୬୬ ଜଣଙ୍କର ଆଣ୍ଟିଜେନ, ୯୩୫୨ ଟି ଆରଟିପିସିଆର୍ ଓ ୧୦୬ ଟି ଟ୍ରୁନଟ୍‌ ପରୀକ୍ଷା ହୋଇଛି ବୋଲି ସୂଚନା ମିଳିଛି ।

Show More

Related Articles

Back to top button