Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଆଜିଠାରୁ ଖୋଲିଲା ବୈଷୟିକ ଶିକ୍ଷାନୁଷ୍ଠାନ

ରାଜ୍ୟରେ ବୁଧବାରଠାରୁ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିଛି। ଇଞ୍ଜିନିୟରିଂ, ଆଇଟିଆଇ, ପଲିଟେକ୍‌ନିକ୍‌ କଲେଜ ଖୋଲିଛି। ଏଥିସହିତ ସମସ୍ତ ପ୍ରଫେସନାଲ କୋର୍ସ କଲେଜ ମଧ୍ୟ ବୁଧବାରଠାରୁ ଖୋଲାଯିବ। ତେବେ ବୁଧବାରଠାରୁ କଲେଜ ଖୋଲିଲେ ମଧ୍ୟ ୧୭ ତାରିଖରୁ କ୍ଲାସ୍‌ ଆରମ୍ଭ ହେବ।

ରାଜ୍ୟରେ ବୁଧବାରଠାରୁ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିଛି। ଇଞ୍ଜିନିୟରିଂ, ଆଇଟିଆଇ, ପଲିଟେକ୍‌ନିକ୍‌ କଲେଜ ଖୋଲିଛି। ଏଥିସହିତ ସମସ୍ତ ପ୍ରଫେସନାଲ କୋର୍ସ କଲେଜ ମଧ୍ୟ ବୁଧବାରଠାରୁ ଖୋଲାଯିବ। ତେବେ ବୁଧବାରଠାରୁ କଲେଜ ଖୋଲିଲେ ମଧ୍ୟ ୧୭ ତାରିଖରୁ କ୍ଲାସ୍‌ ଆରମ୍ଭ ହେବ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ କେବଳ ଶେଷବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିଥିଲା। ଏଠାରେ ଉଲ୍ଲେଖଯୋଗ୍ୟ, କରୋନା ଯୋଗୁ ୨୦୨୦ ମାର୍ଚ୍ଚ ମାସରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ ପର୍ଯ୍ୟାୟକ୍ରମେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲାଯାଉଛି।

Show More

Related Articles

Back to top button