Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

ବିମାନ ଦୁର୍ଘଟଣାରେ ଚାଲିଗଲା ଟାରଜନ ଅଭିନେତା ଜୋ ଲାରାଙ୍କ ଜୀବନ

ଆମେରିକାର ଏକ ବିମାନ ଦୁର୍ଘଟଣାରେ ଟାରଜନ ଭାବେ ଖ୍ୟାତି ଅର୍ଜନ କରିଥିବା ଅଭିନେତା ଜୋ ଲାରାଙ୍କ ମୃତ୍ୟୁ ଘଟିଛି । ବିମାନଟି ସ୍ମିରନା ରାଉଟରଫୋର୍ଡ କାଂଉଟି ବିମାନବନ୍ଦରରୁ ପାଲାମ ଯାଉଥିଲା । ଟେନିସ ହ୍ରଦରେ ଏହି ବିମାନଟି ଖସି ପଡିଥିଲା । ୫୮ ବର୍ଷୀୟ ଏହି ଅଭିନେତାଙ୍କ ସମେତ ଦୁର୍ଘଟଣାରେ ଅନ୍ୟ ୭ଜଣ ମଧ୍ୟ ମୃତ୍ୟୁବରଣ କରିଛନ୍ତି ।

୨୦ ବର୍ଷ ଅଭିନୟ ପରେ ଲାରା ସଙ୍ଗୀତରେ କ୍ୟାରିୟର କରିବା ପାଇଁ ନିଷ୍ପତି ନେଇଥିଲା । ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ଟାରଜନ ଭାବେ ସେ ସାରା ବିଶ୍ୱରେ ବେଶ୍ ଆଦୃତ ହୋଇଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button