Breaking PLUSଓଡ଼ିଶାବାଣିଜ୍ୟମୁଖ୍ୟ ଖବର

୧୦୦ ଟଙ୍କା ପାର ହେଲା ପେଟ୍ରୋଲ ଦର

କରୋନା ସମୟରେ ଏବେ ଅଧିକାଂଶ ଲୋକଙ୍କ ଜୀବିକା ଉଜୁଡ଼ି ଯାଇଛି । ଆଉ ଏହି ସମୟରେ ପେଟ୍ରୋଲ ଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଦିନକୁ ଦିନ ପେଟ୍ରୋଲ ଦର ବଢୁଥିବାବେଳେ ଦରବୃଦ୍ଧିରେ ବ୍ରେକ ଲାଗୁନି । ଏବେ ଦର ଏବେ ୧୦୦ ଟଙ୍କା ପାର ହୋଇଛି ।

ମାଲକାନଗିରି ସେଂଚୁରୀ ମାରିଛି ପେଟ୍ରୋଲ ଦର । ଜିଲ୍ଲାରେ ପେଟ୍ରୋଲ ୧୦୦ ଟଙ୍କା ୮ ପଇସା ଥିବା ବେଳେ ଡିଜେଲ ୯୭ ଟଙ୍କା ୭୪ ପଇସା ରହିଛି । ସେହିପରି କାଲିମେଳାରେ ପେଟ୍ରୋଲ ୧୦୧ ଟଙ୍କା ୦୧ ପଇସା ଥିବା ବେଳେ ଡିଜେଲ ୯୮ଟଙ୍କା ୫୮ ପଇସା ରହିଛି । ତେଲଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

Show More

Related Articles

Back to top button