ବାଣିଜ୍ୟ

ତନିସ୍କର ରିହାତି ଅଫର୍

ରିଟେଲ ଗହଣା ଶିଳ୍ପରେ ତନିସ୍କ ଆଉ ଏକ ବର୍ଷ ପୂରଣ କରିଛି

ଏହି ପରିପ୍ରେକ୍ଷୀରେ ତନିସ୍କ ପକ୍ଷରୁ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର୍ ଘୋଷଣା କରାଯାଇଛି। ସୁନା ଗହଣାର ଗଢ଼ା ମଜୁରି ଏବଂ ହୀରା ଗହଣା ମୂଲ୍ୟ ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି।

ଉକ୍ତ ଅଫର୍‌ ଚଳିତମାସ ୧୬ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏଥିସହିତ ତନିସ୍କ ପକ୍ଷରୁ ସୁନା ଗହଣା ବଦଳ ଉପରେ ମଧ୍ୟ ଆକର୍ଷଣୀୟ ସ୍କିମ୍ ଘୋଷଣା କରାଯାଇଛି। ଗ୍ରାହକମାନେ ୨୨ କ୍ୟାରେଟ୍ ସୁନା ଗହଣାର ବଦଳାଇବା ବେଳେ ମୂଲ୍ୟରେ ଶୂନ ପ୍ରତିଶତ କାଟ ହେବ।

Show More

Related Articles

Back to top button