Breaking PLUSଓଡ଼ିଶା

ରାୟଗଡ଼ା ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ

କିଛି କ୍ଷୟକ୍ଷତି ହୋଇ ନ ଥିଲେ ମଧ୍ୟ ଲୋକେ ଭୟଭୀତ ହୋଇପଡ଼ିଥିବା ଜଣାପଡ଼ିଛି

ରାୟଗଡ଼ା ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।ଗୁରୁବାର ଭୋର ୪ଟାରେ ରାୟଗଡ଼ା ସହର ସମେତ ଜେକେପୁର, ଥେରୁବାଲି, କଲ୍ୟାଣସିଂହପୁର ପ୍ରଭୃତି ଅଞ୍ଚଳରେ ଏକ ବଡ଼ଧରଣର ଶବ୍ଦ ସହ ସାମାନ୍ୟ ଝଟକା ଅନୁଭୂତ ହୋଇଥିଲା।

 

କିଛି କ୍ଷୟକ୍ଷତି ହୋଇ ନ ଥିଲେ ମଧ୍ୟ ଲୋକେ ଭୟଭୀତ ହୋଇପଡ଼ିଥିବା ଜଣାପଡ଼ିଛି।

Show More

Related Articles

Back to top button