Breaking PLUSଖେଳ

ଟି-୨୦ ବିଶ୍ୱକପ: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ମହାମୁକାବିଲା

ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ପ୍ରସ୍ତୁତ ହୋଇସାରିଛି ମଞ୍ଚ । ଆସନ୍ତା ରବିବାର ବା ନଭେମ୍ବର ୧୪ରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ମହାମୁକାବିଲା । ଏହି ଦୁଇ ଟିମଙ୍କ ପାଖରେ ପ୍ରଥମ ଟି-୨୦ ବିଶ୍ୱକପ ଟାଇଟଲ ଜିତିବାରେ ସୁଯୋଗ ରହିଛି ।

Show More

Related Articles

Back to top button