Breaking PLUSଦେଶମୁଖ୍ୟ ଖବରରାଜନୀତି

ସଂସଦର ସୁରକ୍ଷାରେ ତ୍ରୁଟି ମାମଲା, ନିଲମ୍ବିତ ସାଂସଦଙ୍କ ବିକ୍ଷୋଭ

ନୂଆଦିଲ୍ଲୀ, 21 ଡିସେମ୍ବର – ସଂସଦ ସୁରକ୍ଷାରେ ତ୍ରୁଟି ଓ ସାଂସଦଙ୍କୁ ନିଲମ୍ବନକୁ ନେଇ ବିରୋଧୀ ଳଗର ସାଂସଦମାନେ ଗୁରୁବାର ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି ।

ଆଜି ସକାଳେ ଆଇଏନଡିଆଇଏର ମେଣ୍ଟ ଦଳଗୁଡିକର ସାଂସଦମାନେ ସଂସଦ ଭବନ ପରିସରରୁ ବିଜୟ ଚୌକ ଯାଏ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଉଭୟ ଗୃହରେ ଗୃହମନ୍ତ୍ରୀ ଅମିତ ଶଶହଙ୍କ ସମ୍ବୋଧନ ସହ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର ପାଇଁ ସେମାନେ ଦାବି କରିଛନ୍ତି ।

Show More

Related Articles

Back to top button