Breaking PLUSଓଡ଼ିଶାମୁଖ୍ୟ ଖବର

ରାତିରେ ଏନଏଚରେ ମିଳିବ ମାଗଣା ଚା’

ଭୁବନେଶ୍ୱର, 21 ଡିସେମ୍ବର – ଜାତୀୟ ରାଜପଥରେ ରାତିରେ ମିଳିବ ମାଗଣା ଚା । ଭାରୀଯାନ ଡ୍ରାଇଭର ମାନଙ୍କୁ ମିଳିବ ମାଗଣା ଚା । ଦୁର୍ଘଟଣା ଏଡାଇବା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ନିଆରା ପଦକ୍ଷେପ ନିଆଯାଇଛି । ଏଥିପାଇଁ ଜିଲ୍ଲାପାଳ ଚି଼ହ୍ନଟ କରିବେ ଢ଼ାବା । ଏଠାରେ ରାତିରେ ଯାଉଥିବା ଗାଡ଼ିକୁ ଅଟକାଇ ଏହାର ଚାଳକଙ୍କୁ ମାଗଣାରେ ଚା’ ଦିଆଯିବ । ସରକାରଙ୍କ ତରଫରୁ ମାଗଣାରେ ଚା ଦିଆଯିବ । ଯାହାଦ୍ବାରା ଗାଡ଼ି ଚାଳକଙ୍କ ନିଦ ସମସ୍ୟା ଓ ତର୍ଜନିତ ଦୁର୍ଘଟଣା ଆଶଙ୍କାକୁ ମଧ୍ୟ ଏଡ଼ାଇଦିଆଯାଇପାରିବ । ଢ଼ାବାରେ ମଧ୍ୟ ଡ୍ରାଇଭର ବିଶ୍ରାମ ନେଇପାରିବେ ।

Show More

Related Articles

Back to top button