Breaking PLUSଦେଶମୁଖ୍ୟ ଖବର

ଜାମ୍ମୁ କାଶ୍ମୀରରୁ 370 ଉଚ୍ଛେଦ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ : ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, 11 ଡିସେମ୍ବର – ସୁପ୍ରିମକୋର୍ଟର ସମ୍ବିଧାନ ବେଂଚ ଦ୍ୱାରା – ଜାମ୍ମୁ କାଶ୍ମୀରରୁ 370 ଉଚ୍ଛେଦ ସମ୍ପର୍କରେ ଦିଆଯାଇଥିବା ରାୟକୁ ଐତିହାସିକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ସେ କହିଛନ୍ତି ଜାମ୍ମୁକାଶ୍ମୀର ଓ ଲଦାଖ ଭାଇଭଉଣୀଙ୍କ ସ୍ବପ୍ନ ପୂରଣ ନିଷ୍ପତ୍ତିରେ ଆମେ ଅଟଳ । ଧାରା ୩୭୦ ଦ୍ବାରା ପୀଡ଼ିତ ସମାଜର ସମ୍ବେଦନଶୀଳ ବର୍ଗ ଯାଏ ବିକାଶ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ସେ କହିଛନ୍ତି ଯେ ଆଜିର ରାୟ କେବଳ ଏକ ଆଇନଗତ ବିଚାର ନୁହେଁ, ଏହା ଆଶାର ଆଲୋକ । ଉଜ୍ଜ୍ବଳ ଭବିଷ୍ୟତ ସହ ସୁଦୃଢ଼ ଓ ସଂଗଠିତ ଭାରତ ନିର୍ମାଣ ପାଇଁ ବଦ୍ଧ ପରିକର ବୋଲି ସେ କହିଛନ୍ତି

Show More

Related Articles

Back to top button