Breaking PLUSଓଡ଼ିଶାମୁଖ୍ୟ ଖବର

ଏମ୍ସ ପ୍ରତିଷ୍ଠା ଦାବିରେ ଆସନ୍ତା ୭ ତାରିଖରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ

ଆସନ୍ତା ୭ ତାରିଖରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ । ସୁନ୍ଦରଗଡ ଜିଲ୍ଲା କଂଗ୍ରେ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସୁନ୍ଦରଗଡରେ ରାଜ୍ୟର ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ନେଇ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ଆସନ୍ତା ୭ ତାରିଖରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ । ସୁନ୍ଦରଗଡ ଜିଲ୍ଲା କଂଗ୍ରେ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସୁନ୍ଦରଗଡରେ ରାଜ୍ୟର ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ନେଇ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ରାଜ୍ୟ ସରକାର ପୂର୍ବରୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସୁନ୍ଦରଗଡରେ ଏନଟିପିସି ନିର୍ମାଣ କରିଥିବା ଭିତ୍ତିଭୂମିରେ ଏମ୍ସ ହେଉ । କେନ୍ଦ୍ର ସରକାରଙ୍କ ଏକ ଟିମ୍ ପରିଦର୍ଶନରେ ଆସି ସବୁଜ ସଙ୍କେତ ବି ଦେଇସାରିଛନ୍ତି । କିନ୍ତୁ ଏବେ ଯାଏଁ ହେଉନାହିଁ ଏମ୍ସ ଘୋଷଣା । ଏମ୍ସ ପ୍ରତିଷ୍ଠା ଦାବି ନେଇ ଆଗକୁ ଆହୁରି ଆନ୍ଦୋଳନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button