Breaking PLUSମନୋରଞ୍ଜନ

ଷ୍ଟାର୍ ପ୍ଲସ୍ ରେ ଆସିବେ ବୋଲି, ସଜେଇ ହେଲେଣି ଗୋପୀ ବୋହୂ

ରୂପେଲି ପରଦାକୁ ଫେରୁଛନ୍ତି ଗୋପୀ ବୋହୂ। ଷ୍ଟାର ପ୍ଲସ୍ ର ବହୁ ଚର୍ଚ୍ଚତ ଶୋ' 'ସାଥ୍ ନିଭାନା ସାଥିଆ' ପୁଣିଥରେ ପ୍ରତ୍ୟାବର୍ତ୍ତନ କରୁଛି । ତେବେ ଶୋ'ରେ କିଛି ନୂଆ କଳାକାର ଏଣ୍ଟ୍ରି କରିଥିବା ବେଳେ ଗୋପୀ ବୋହୂ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ କିନ୍ତୁ ନିଜ ସ୍ଥାନ ବଜାୟ ରଖିଛନ୍ତି ।

ନୂଆଦିଲ୍ଲୀ: ରୂପେଲି ପରଦାକୁ ଫେରୁଛନ୍ତି ଗୋପୀ ବୋହୂ। ଷ୍ଟାର ପ୍ଲସ୍ ର ବହୁ ଚର୍ଚ୍ଚତ ଶୋ’ ‘ସାଥ୍ ନିଭାନା ସାଥିଆ’ ପୁଣିଥରେ ପ୍ରତ୍ୟାବର୍ତ୍ତନ କରୁଛି । ତେବେ ଶୋ’ରେ କିଛି ନୂଆ କଳାକାର ଏଣ୍ଟ୍ରି କରିଥିବା ବେଳେ ଗୋପୀ ବୋହୂ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ କିନ୍ତୁ ନିଜ ସ୍ଥାନ ବଜାୟ ରଖିଛନ୍ତି ।
‘ସାଥ୍ ନିଭାନା ସାଥିଆ-୨’ ପ୍ରଥମ ପ୍ରମୋ ମଧ୍ୟ ରିଲିଜ୍ ହୋଇଛି । ଏଥର କିନ୍ତୁ ମୁଖ୍ୟ ଭୂମିକାରେ ଅଭିନୟ ପାଇଁ ଅଭିନେତା ହର୍ଷ ନାଗରଙ୍କୁ ଚୟନ କରାଯ଼ାଇଛି । ପ୍ରମୋରେ ଦେବୋଲିନାଙ୍କ ଦମଦାର ଲୁକ୍ ଦେଖିବାକୁ ମିଳିଛି । ଶୋ’ର ନିର୍ମାତା ରଶ୍ମୀ ଜେନାଙ୍କ୍ କହିଛନ୍ତି କରୋନା ସମୟରେ ଅଡିସନ କରିବା ବହୁତ କଷ୍ଟସାଧ୍ୟ ଥିଲା । ଅନଲାଇନ୍ ଅଡିସନ୍ ମାଧ୍ୟମରେ ଚରିତ୍ର ଚୂଡାନ୍ତ ହୋଇଛି ।

Show More

Related Articles

Back to top button