Breaking PLUSଖେଳ

ଟି ୨୦ ବିଶ୍ୱକପ: ସାମ୍ନାସାମ୍ନୀ ହେବେ ଶ୍ରୀଲଙ୍କା ଏବଂ ଇଂଲଣ୍ଡ

ଟି୨୦ ବିଶ୍ୱକପର ଆଜିର ମ୍ୟାଚରେ ସାମ୍ନାସାମ୍ନୀ ହେବେ ଶ୍ରୀଲଙ୍କା ଏବଂ ଇଂଲଣ୍ଡ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଦାସୁନ ସାନାକାଙ୍କ ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରିବ ଇୟନ ମୋର୍ଗାନ୍‌ଙ୍କ ଇଂଲଣ୍ଡ । ଇଂଲଣ୍ଡ ଟିମ ୩ଟିରୁ ତିନିଟି ଯାକ ମ୍ୟାଚ ଜିତି ୬ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହିଥିବା ବେଳେ ୩ଟି ରୁ ଗୋଟିଏ ମ୍ୟାଚ ଜିତି ୪ର୍ଥ ସ୍ଥାନରେ ରହିଛି ଶ୍ରୀଲଙ୍କା ।

Show More

Related Articles

Back to top button