Breaking PLUS

ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ସାଉଥ ଆଫ୍ରିକା ଟିମର ପୂର୍ବତନ ଅଧିନାୟକ ଫାଫ୍ ଡୁ ପ୍ଲେସିସ

ସାଉଥ ଆଫ୍ରିକା ଟିମର ପୂର୍ବତନ ଅଧିନାୟକ ଫାଫ୍ ଡୁ ପ୍ଲେସିସ ଆଜି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ସାଉଥ ଆଫ୍ରିକାର ଗଣମାଧ୍ୟମ ଅନୁସାରେ, ଫାଫ୍ ଡୁ ପ୍ଲେସିସ ଚଳିତ ମାସ ଆରମ୍ଭରେ ପାକିସ୍ତାନରେ ନିଜର ଶେଷ ଟେଷ୍ଟ ମ୍ୟାଚ ଖେଳିଛନ୍ତି ।

ସାଉଥ ଆଫ୍ରିକା ଟିମର ପୂର୍ବତନ ଅଧିନାୟକ ଫାଫ୍ ଡୁ ପ୍ଲେସିସ ଆଜି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ସାଉଥ ଆଫ୍ରିକାର ଗଣମାଧ୍ୟମ ଅନୁସାରେ, ଫାଫ୍ ଡୁ ପ୍ଲେସିସ ଚଳିତ ମାସ ଆରମ୍ଭରେ ପାକିସ୍ତାନରେ ନିଜର ଶେଷ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ୩୬ ବର୍ଷୀୟ ଏହି ଖେଳାଳୀ ୨୦୧୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏଡିଲେଡ ଓବଲରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ । ଯେଉଁଠି ଦ୍ୱିତୀୟ ପାଳିରେ ୩୭୫ ବଲରେ ୧୧୦ ରନ କରିଥିଲେ । ସାଉଠ ଆଫ୍ରିକା ଦଳ ଚଳିତ ମାସ ଶେଷରେ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରଲିଆକୁ ସାମ୍ନା କରିବାର ଥିଲା । ମାତ୍ର କୋଭିଡ ୧୯ ପାଇଁ ଅନ୍ତିମ ସମୟରେ ଏହାକୁ ସ୍ଥଗିତ କରାଯାଇଛି । ଏହାରି ମଧ୍ୟରେ ନିଜ ଟେଷ୍ଟ କ୍ୟାରିଅରରୁ ଫାଫ୍ ଡୁ ପ୍ଲେସିସ ଅଲବିଦା ନେଇସାରିଛନ୍ତି ।

Population pédiatrique L’utilisation de CIALIS dans le traitement de la dysfonction érectile dans la population pédiatrique n’est pas justifiée. Mode d’administration CIALIS est disponible en comprimés pelliculés dosés à 2,5, 5, 10 et 20 mg pour une utilisation par voie orale. best online casino Durée et précautions particulières de conservation Durée de conservation : 3 ans.

Show More

Related Articles

Back to top button