Breaking PLUS

ରାଜଧାନୀରୁ ପୁଣି ଧଳା ଜହର ଜବତ

ରାଜଧାନୀରୁ ପୁଣି ଧଳା ଜହର ଜବତ ହୋଇଛି । ଭୁବନେଶ୍ୱର ପଳାଶୁଣୀ ଅଂଚଳରୁ ପ୍ରାୟ ୧୮୫ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ସୂଚନା ମିଳିଛି । ବ୍ରାଉନସୁଗାର କାରବାର ଚାଲିଥିବା ନେଇ ଅବକାରୀ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ପରେ ଯୋଜନା ମୁତାବକ ସେଠାରେ ଅଚାନକ ଚଢାଉ କରିଥିଲା

ରାଜଧାନୀରୁ ପୁଣି ଧଳା ଜହର ଜବତ ହୋଇଛି । ଭୁବନେଶ୍ୱର ପଳାଶୁଣୀ ଅଂଚଳରୁ ପ୍ରାୟ ୧୮୫ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ସୂଚନା ମିଳିଛି । ବ୍ରାଉନସୁଗାର କାରବାର ଚାଲିଥିବା ନେଇ ଅବକାରୀ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ପରେ ଯୋଜନା ମୁତାବକ ସେଠାରେ ଅଚାନକ ଚଢାଉ କରିଥିଲା । ଆଜି ସକାଳୁ ଅବକାରୀ ବିଭାଗ ପଳାଶୁଣୀର ଦୁଇ ତିନୋଟି ଜାଗାରେ ଚଢାଉ କରିଥିଲା । ହାଡିଆ ନାମକ ଅଭିଯୁକ୍ତର ଘର ଉପରେ ଚଢାଉ କରିଥିଲା ଅବକାରୀ ବିଭାଗ । ତେବେ ତା ନାଁରେ ପୂର୍ବରୁ ମଧ୍ୟ ଅନେକ ଅପରାଧୀକ ମାମଲା ରହିଛି । ଧଳା ଜହର ବ୍ୟବସାୟ ରେ ସାମିଲ ଥିବା ପ୍ରମିଳା ପ୍ରଧାନ ନାମକ ମହିଳାଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହାସହିତ ୧୧୭୯୦ ଟଙ୍କା ଜବତ କରିଛି ବିଭାଗ । ଗତସପ୍ତାହରେ ବରମୁଣ୍ଡା ଅଂଚଳରୁ ୫୦ କିଲୋ ଗଂଜେଇ ଜବତ କରିଥିଲା ଅବକାରୀ ବିଭାଗ । ଗତ କିଛି ଦିନ ଧରି ଅବକାରୀ ବିଭାଗ ଲଗାତର ଭାବେ ଭୁବନେଶ୍ୱରର ବିଭିନ୍ନ ଗଳିକନ୍ଦିରେ ଚଢାଉ ଜାରି ରଖିଛି । ଦୀର୍ଘଦିନ ଧରି କଲେଜ ବନ୍ଦ ରହିଥିଲା । ମାତ୍ର ଏବେ ଏହା ଖୋଲିଲାଣି । ଆଉ ଏହାକୁ ଲକ୍ଷ୍ୟ ରଖି ଧଳାଜହର ବେପାରୀମାନେ ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କରୁଛନ୍ତି । ଯାହାଫଳରେ ଦିନକୁ ଦିନ ବ୍ରାଉନସୁଗାର ବେପାର ବଢିବାରେ ଲାଗିଛି ।

Fêtes nationales et religieuses peuvent ainsi attendre bundle arrivée. Votre commande sera bientôt rempli discrètement pour votre vie privée et à la protection. Pour être en mesure d’obtenir Cialis Quotidien par l’intermédiaire de notre site web, veuillez remplir un formulaire de consultation médicale qui est une base pour la prescription. casino canada La consultation permet à notre médecin avec des réponses essentielles pour déterminer si l’activité de Cialis Quotidien est sécurisé pour vous.

However, experts say there’s no indication that it may. newzealandrx.com The new coronavirus disease outbreak first identified in China has become a pandemic.

Show More

Related Articles

Back to top button