Breaking PLUSଓଡ଼ିଶାମୁଖ୍ୟ ଖବର

ବର୍ଷା ଯୋଗୁ ଆଜି ଶିମିଳିପାଳ ବନ୍ଦ

ଭୁବନେଶ୍ୱର/ବାରିପଦା, 20 ମାର୍ଚ୍ଚ – ଲଗାଣ ବର୍ଷା ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ଆଜି ଶିମିଳିପାଳ ବନ୍ଦ ରହିଛି । ବର୍ଷା କାରଣରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ଶିମିଳିପାଳ କର୍ତୃପକ୍ଷ ଶିମିଳିପାଳକୁ ବନ୍ଦ ରଖିଛନ୍ତି । ଆସନ୍ତାକାଲି ପରିସ୍ଥିତି ଦେଖି ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ରସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନର ଉପନିର୍ଦ୍ଦେଶକ ସମ୍ରାଟ ଗୌଡା ।

Show More

Related Articles

Back to top button