Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତାକାଲି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ

ବାତ୍ୟା ଜୱାଦ ପାଇଁ ଗତ ଦୁଇ ଦିନ ହେବ ଶିମିଳିପାଳ ଅଭୟାରଣ୍ୟକୁ ବନ୍ଦ ରଖିବା ପାଇଁ ଶିମିଳିପାଳ କର୍ତ୍ତୁପକ୍ଷ ନିଷ୍ପତି ନେଇଥିଲେ । ମାତ୍ର ଆଜି ଓ ଆସନ୍ତାକାଲି ମଧ୍ୟ ବାତ୍ୟା ଜୱାଦର ପ୍ରଭାବ ଓଡ଼ିଶା ଉପରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଶିମିଳିପାଳକୁ ବନ୍ଦ ରଖିବାକୁ କତ୍ତୃପକ୍ଷ ନିଷ୍ପତି ନେଇଛନ୍ତି ।

Show More

Related Articles

Back to top button