Breaking PLUSଅପରାଧଓଡ଼ିଶାମୁଖ୍ୟ ଖବର

ମାନସ ସ୍ୱାଇଁଙ୍କ ହତ୍ୟା ମାମଲା jMFC କୋର୍ଟରେ ହାଜର ହେବେ ଶର୍ମିଷ୍ଠା

ବହୁଚର୍ଚ୍ଚିତ ମାନସ ସ୍ଵାଇଁଙ୍କ ହତ୍ୟା ମାମଲା

ବହୁଚର୍ଚ୍ଚିତ ମାନସ ସ୍ଵାଇଁଙ୍କ ହତ୍ୟା ମାମଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସମେତ ସମସ୍ତ ଅଭିଯୁକ୍ତ ମାନେ ଆଜି ଚାନ୍ଦବାଲି JMFC କୋର୍ଟରେ ହାଜର ହେବେ। ସୂଚନା ଅନୁସାରେ, ସମସ୍ତ ଅଭିଯୁକ୍ତ ମାନଙ୍କୁ ଭିଡିଓ କନ୍ଫରେନ୍ସ ମାଧ୍ୟରେ ହାଜର କରାଯିବାର ସୂଚନା ମିଳିଛି । ବିଚାର ବିଭାଗୀୟ ହାଜତରେ ରହିଛନ୍ତି ଶର୍ମିଷ୍ଠା। ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ହାତରେ ଲାଗିନି ମେମୋରୀ ଚିଫ।  ଯାହାକୁ ନେଇ ପୁଣି ରିମାଣ୍ଡ ଆବେଦନ କରିପାରେ କ୍ରାଇମବ୍ରାଞ୍ ଟିମ୍।

Show More

Related Articles

Back to top button