Breaking PLUSଓଡ଼ିଶାମୁଖ୍ୟ ଖବର

ଜଗନ୍ନାଥ ନଗରରେ ସିରିଜ ଲୁଟ୍‌‌

ଭୁବନେଶ୍ୱର : ପୁଣି ରାଜଧାନୀରେ ମାତିଲେ ଲୁଟେରା। ଥୁମନି ଦୁର୍ବୃତ୍ତଙ୍କ ଉତ୍ପାତ। ମଞ୍ଚେଶ୍ୱର ଥାନା ଜଗନ୍ନାଥ ନଗରରେ ସିରିଜ ଲୁଟ୍‌‌ ହୋଇଥିବା ନେଇ ଶୁକ୍ରବାର ଖବର ମିଳିଛି। ୨ଟି ଘରୁ ଦୁର୍ବୃତ୍ତ ସୁନା ଗହଣା ଲୁଟି ନେଇଛନ୍ତି। ଘରେ ପଶି ଝରକା ତାଡି ଲୁଟ୍‌‌ କରିଛନ୍ତି। ଲୁଟେରା ଗ୍ୟାଙ୍ଗର ସିସିଟିଭି ଫୁଟେଜ୍‌‌ ସାମ୍ନାକୁ ଆସିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Show More

Related Articles

Back to top button