Breaking PLUSଦେଶମୁଖ୍ୟ ଖବର

ମୁମ୍ବାଇରେ ସିରିଏଲ ବମ୍ ବ୍ଲାଷ୍ଟ ଧମକ, ପୋଲିସ ସତର୍କ

ମୁମ୍ବାଇ, ୨ ଫେବୃଆରୀ – ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ସିରିଏଲ ବୋମା ବିସ୍ଫୋରଣ ଧମକ ପରେ ପୋଲିସ ସମ୍ବେଦନଶୀଳ ସ୍ଥାନଗୁଡିକରେ ସୁରକ୍ଷା ବୃଦ୍ଧି କରାଯାଇଛି । ମୁମ୍ବାଇ ପୋଲିସ ଧମକ ଦେଇଥିବା ଅଜ୍ଞାନ ବ୍ୟକ୍ତି ବିରୁଦ୍ଧରେ ମାମଲା ରୁଜୁ କରିଛି ।
ପୋଲିସ ଅନୁସାରେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ କେହି ଅଜ୍ଞାନ ବ୍ୟକ୍ତି ଫୋନ କରି କହିଛି ଯେ, ସହରର 6ଟିସ୍ଥାନରେ ବୋମା ଲଗାଯାଇଛି । ଏହି ସିରିଏଲ ଭାବେ ବିସ୍ଫୋରଣ ହେବ । ଏହାପରେ ବ୍ୟକ୍ତି ଜଣକ ଫୋନ କାଟି ଦେଇଥିଲା ।

Show More

Related Articles

Back to top button