Breaking PLUSଓଡ଼ିଶାମୁଖ୍ୟ ଖବର

ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଗୁରୁବାର ସନ୍ଧ୍ୟାରେ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ପରିବାର ଲୋକେ ସମ୍ବଲପୁର ବିକାଶ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଗୁରୁବାର ସନ୍ଧ୍ୟାରେ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ପରିବାର ଲୋକେ ସମ୍ବଲପୁର ବିକାଶ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଖବର ଲେଖାହେବା ଯାଏ ବିଧାୟକ ଶ୍ରୀ ମିଶ୍ର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଶ୍ରୀ ମିଶ୍ରଙ୍କୁ ନିୟମିତ ଡାୟାଲିସିସ୍‌ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କୁହାଯାଉଥିବା ବେଳେ ଭର୍ତ୍ତି ସମୟରେ ତାଙ୍କ ଅକ୍ସିଜେନ୍‌ ସ୍ତର କମ୍‌ ଥିବା ମଧ୍ୟ ଜଣାପଡ଼ିଛି । ତେବେ ଏନେଇ ଶ୍ରୀ ମିଶ୍ରଙ୍କ ପରିବାର ବର୍ଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Show More

Related Articles

Back to top button