Breaking PLUSଦୁର୍ଘଟଣାମୁଖ୍ୟ ଖବରସେଲିବ୍ରିଟି

ଫିଲ୍ମ ସୁଟିଂ ବେଳେ ନଦୀରେ ଖସିପଡିଲେ ସାମନ୍ଥା ଏବଂ ବିଜୟ

ହାଇଦ୍ରାବାଦ : ସାଉଥ୍‌ର ଦୁଇ ବଡ ଷ୍ଟାର ସାମନ୍ଥା ରୁଥ ପ୍ରଭୁ ଏବଂ ବିଜୟ ଦେବରକୋଣ୍ଡା କାଶ୍ମୀରରେ ସେମାନଙ୍କର ଆଗାମୀ ଚଳଚ୍ଚିତ୍ର ‘କୁଶି’ର ସୁଟିଂ କରୁଥିଲେ। ସୁଟିଂ ସମୟରେ ନଦୀରେ ଖସିପଡି ଉଭୟ ଗୁରୁତର ଆହତ ହୋଇଛନ୍ତି । ଏହା ପରେ ଉଭୟଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସୂଚନା ଅନୁଯାୟୀ, ଏକ ଆକ୍ସନ୍ ସୁଟ୍‌ ସମୟରେ ଉଭୟେ ଗୁରୁତର ଆହତ ହୋଇଥିଲେ, ତେଣୁ ସୁଟିଂକୁ କିଛି ଘଣ୍ଟା ବନ୍ଦ କରିବାକୁ ପଡିଥିଲା ।

Show More

Related Articles

Back to top button