ଆନ୍ଧ୍ରପ୍ରଦେଶ ଅନନ୍ତପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇଦ୍ରାବାଦ ବେଙ୍ଗାଲୁରୁ ହାଇୱେରେ ହୋଇଥିବା ସଡ଼କ ଦୁର୍ଘଟଣାରେ ୭ଜଣ ପ୍ରାଣ ହରାଇଛନ୍ତି । ଦ୍ରୁତଗତିରେ ଆସୁଥିବା ମାଲ ବାହୀ ଗାଡି ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିବାରୁ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଦୁର୍ଘଟଣା ଅନନ୍ତପୁରର ପମିଡ଼ି ମଣ୍ଡଳରେ ଅଞ୍ଚଳରେ ହୋଇଥିଲା । ଅଟୋରେ ଅଧିକ ମହିଳା ଶ୍ରମିକ ଥିଲେ । ମୃତ୍ୟୁବରଣ କରିଥିବା ସମସ୍ତ ଶ୍ରମିକ ଅନନ୍ତପୁରର କୋପଲ୍ଲାକୋଁ ଡ଼ା ଗାଁର ବୋଲି ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
Related Articles
Check Also
Close
-
ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ଵାଦଶ ରେଜଲ୍ଟ25 minutes ago